Odisha Power Employees Union

Sanapalla, TLC Road, Khurda,
Odisha Power Employees Union Odisha Power Employees Union is one of the popular Organization located in Sanapalla, TLC Road ,Khurda listed under Political organization in Khurda ,

Contact Details & Working Hours

More about Odisha Power Employees Union

୧) ବିଦ୍ୟୁତ୍ ସଂସ୍ଥା କୁ ସୁରକ୍ଷା ଦେବା ହେଉଛି ୟୁନିୟନ୍ ର ପ୍ରଥମ ଧର୍ମ I
୨) ଉପୋଭୋକ୍ତା କୁଁ ଉପୋଯୁକ୍ତ ନ୍ୟାୟ ପ୍ରଦାନ I
୩) ଶ୍ରମିକ କର୍ମଚାରୀକର ସ୍ଵାର୍ଥ I
୪) ଓଡିଶା ମାଟିରୁ ଘରୋଇକରଣ ସମ୍ପୁର୍ଣ ହଟାଇବା ଆମର ଲକ୍ଷ୍ୟ I
୫) ଉପୋଭୋକ୍ତାକଂ ସହିତ ମିଳିମିଶି ବିଦ୍ୟୁତ୍ ସଂସ୍ଥାରେ ଥିବା ଦୁର୍ନୀତି, ଭ୍ରସ୍ଟIଚାର ଓ ଉପୋଭୋକ୍ତାକୁଁ ହଇରାଣ ହରକତ କରୁଥିବା ଦୁର୍ନୀତିଗ୍ରସ୍ଥ ପ୍ରସାଶନ ବିରୁଧରେ ଉପୋଯୁକ୍ତ ଫୋରମ୍ ମଧ୍ୟମରେ ଲଢେଇ କରିବା ଓ ନ୍ୟାର୍ଯ୍ୟ ଦାବିକୁ ହାସଲ କରିବା ପ୍ରଥମ ଲକ୍ଷ୍ୟ I
୬) ବିଗତ ଦିନରେ ଶକ୍ତି ବିଭାଗରେ ଆବଣ୍ଟନ ଜନିତ କ୍ଷତିର କାରଣ ପୁନହ ସମୀକ୍ଷା କରିବା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେସ କିମ୍ବା ପ୍ରଶାସନ ଦ୍ବାରା ହୋଇଥିବା ଅନିୟମିତତାକୁ ଲୋକ ଲୋଚନକୁ ଉପୋଯୁକ୍ତ ଫୋରମ୍ ମାଧ୍ୟମରେ ଆଣିବା ତତ୍ ସହିତ ଦୁର୍ନୀତିଗ୍ରସ୍ଥ ବ୍ୟକ୍ତିକଂର ସମସ୍ତ ସମ୍ପତି ବାଜ୍ୟାପ୍ତି କରି କ୍ଷତି ଭରଣା କରିବା ପାଇଁ ଆଇନିଗତ ପଦକ୍ଷେପ ନେବା ପାଇଁ ଉପୋଯୁକ୍ତ ଫୋରମ୍ ସକ୍ରିୟ କିରବା I

Odisha Power Employees Union ରେ ସମସ୍ତ ଶ୍ରମିକ, କର୍ମଚାରୀ ସଭ୍ୟଭୁକ୍ତ ହେବI ସହିତ ସାଧାରଣ ଉପୋଭୋକ୍ତାକୁଁ ସାମିଲ୍ କରାଇ ଆଗାମୀ ଦିନରେ ଲଢେଇ କରିବା I

Map of Odisha Power Employees Union