Samaj Sanskarak Balia - ସମାଜ ସଂସ୍କାରକ ବଳିଆ

Nimapara (101) Constituency Assmbly Election, Nimapara, 752106
Samaj Sanskarak Balia - ସମାଜ ସଂସ୍କାରକ ବଳିଆ Samaj Sanskarak Balia - ସମାଜ ସଂସ୍କାରକ ବଳିଆ is one of the popular Social Service located in Nimapara (101) Constituency Assmbly Election ,Nimapara listed under Political organization in Nimapara ,

Contact Details & Working Hours

More about Samaj Sanskarak Balia - ସମାଜ ସଂସ୍କାରକ ବଳିଆ

ବିଶ୍ଵପ୍ରେମୀ ବଳିଆଙ୍କ ପ୍ରାଥମିକ ଗୁରୁ ନାମାଚାର୍ଯ୍ୟ ବାୟାବାବା । ତାଙ୍କର ଶିକ୍ଷା ମୁଖ୍ୟତଃ ଆଦର୍ଶ ପରିବାର ଗଠନ, ଆଦର୍ଶ ସମାଜ ଗଠନ ଉପରେ ପର୍ଯ୍ୟବସିତ । ପ୍ରତି ଧର୍ମ ଓ ଧର୍ମଗୁରୁମାନଙ୍କ ପ୍ରତି ସମାନତା ଓ ସମ୍ମାନ ଭାବ ତାଙ୍କ ବାଣୀରେ ପରିଲକ୍ଷିତ ହୁଏ। ତାଙ୍କ ବାଣୀର ଆଦ୍ୟ ବନ୍ଦନାରେ ସେ ଏହି ସମସ୍ତ ଗୁରୁମାନଙ୍କୁ ସ୍ତୁତି କରିଥାନ୍ତି । ଶ୍ରୀମଦ୍ଭଗବତଗୀତାର ଶିକ୍ଷାକୁ ଆଧାର କରି ସମାଜରେ ସମନ୍ୱୟ ପ୍ରତିଷ୍ଠା, ପ୍ରେମ ଓ ମୈତ୍ରୀର ପ୍ରସାର ଏବଂ ଆଧ୍ୟାତ୍ମିକ ଉପଲବ୍ଧି ଲାଭ କରିବା ସେ ଉଲ୍ଲେଖ କରିଥାନ୍ତି । ତାଙ୍କ ବାଣୀରେ ପଞ୍ଚତତ୍ତ୍ୱ (ଗୀତା, ସମନ୍ୱୟ, ସେବା, ଜଗନ୍ନାଥ ସଂସ୍କୃତି ଓ ପରିବେଶ) ଓ ଚତୁର୍ମହାଶକ୍ତି (ମହାଲକ୍ଷ୍ମୀ, ମହା ସରସ୍ୱତୀ, ମହାକାଳୀ ଓ ମହାଦୁର୍ଗା)ଙ୍କ ବିଷୟରେ ସେ ବର୍ଣ୍ଣନା କରି ଅଛନ୍ତି । ମହାଲକ୍ଷ୍ମୀ ଜୀବନ ଧାରଣ ଓ ସମୃଦ୍ଧି, ମହାସରସ୍ୱତୀ ଜ୍ଞାନ, ମହାକାଳୀ ସ୍ୱାସ୍ଥ୍ୟ ଓ ମହାଦୁର୍ଗା ଦେଶଭକ୍ତିର ପ୍ରତୀକାତ୍ମକ ରୂପ ବୋଲି ସେ କହିଥାନ୍ତି ।

ବିଶ୍ଵପ୍ରେମୀବଳିଆ କହିଥିଲେ ଆମ୍ଭମାନେ ସମସ୍ତେ ଦିନେନା ଦିନେ ଏହି ସଂସାରରୁ ବିଦାୟ ନେବା । କିନ୍ତୁ ଗଲାବେଳେ ଅର୍ଜିତ କଳାଧନ, ଧନସମ୍ପତି ନୁହେଁ କେବଳ ଆମ୍ଭମାନଙ୍କ ପୂର୍ଣ୍ଣ କର୍ମକୁ ନେଇଯିବା । ଆପଣ ମାନେ ସତସଙ୍ଗରେ ଯୋଗଦେଲେ ଆପଣମାନଙ୍କ ପୂର୍ବଜମାନଙ୍କର ଆର୍ଶିବାଦ ଲାଭ କରିବେ । ଯେତେ ଯଜ୍ଞ ଓ ପୂଜାପାଠ କଲେ ସେଥିରେ ଯଦି ଭକ୍ତି ନଥିବ ଏବଂ ଲୋକ ଦେଖାଣିଆଭଳି ଆଡମ୍ବର ପୂର୍ଣ୍ଣ ଭାବରେ କରୁଥିବା କୈାଣସି ଆର୍ଶିବାଦ ମିଳିବ ନାହିଁ । ପ୍ରତିଦିନ ସୂର୍ଯ୍ୟ ଦେବକୁ ଜଳ ଅର୍ଘ୍ୟଦେଲେ ବହୁତ ଆର୍ଶିବାଦ ମିଳିଥାଏ। ଯାହାପାଖରେ ଅମାପ ଧନସଂପଦ ଅଛି ସେ ଧନୀ ନୁହେଁ । ଜୀବନରେ ଯେ ସଦା ସର୍ବଦା ଭାଗବତ ଆରଧନା କରେ ସେ ହଉଛି ପ୍ରକୃତ ଧନୀ ।

How to Reach Sishu Ananta Ashram. Please use this Google Map Coordinates to ease find out;
20°20'54.5"N 86°22'07.1"E
20.348458, 86.368634

Map of Samaj Sanskarak Balia - ସମାଜ ସଂସ୍କାରକ ବଳିଆ